search menu
play_arrow

Odia Poem

Lockdown ଆଉ ପ୍ରେମ – Episode 4: Smruti Au Prema (ସ୍ମୃତି ଆଉ ପ୍ରେମ)

ପ୍ରଜ୍ଞା ମହାପାତ୍ର October 3, 2021 167


Background
share close
Lockdown ଆଉ ପ୍ରେମ – Episode 4: Smruti Au Prema (ସ୍ମୃତି ଆଉ ପ୍ରେମ) by Prajna Moahapatra

ରଚନା/ଉପସ୍ଥାପନା: ପ୍ରଜ୍ଞା ମହାପାତ୍ର

What’s going on during this lockdown? We brought a series, “Lockdown ଆଉ ପ୍ରେମ” with some Love Stories and Poems just for you.

Smruti Au Prema

Here is the 4th episode of the series, Smruti Au Prema (ସ୍ମୃତି ଆଉ ପ୍ରେମ) by Pragyan Mohapatra. A big thanks to all our listeners and the readers who love our previous stories and poems here on YouTube and on our Web portal.

Watch it on YouTube

ଏହି ଲକ୍‌ଡାଉନ୍‌ରେ କ’ଣ କରୁଛନ୍ତି ଆପଣମାନେ? ଏହି ସମୟରେ ଆମେ ଆଣିଦେଇଛୁ କିଛି ପ୍ରେମଭରା କଥା ଆଉ କବିତାକୁ ନେଇ ଏକ ନୂଆ କାହାଣୀର ପୋଥି, “ଲକ୍‌ଡାଉନ୍ ଆଉ ପ୍ରେମ” ।

ଏହି ସିରିଜ୍‌ର ଚତୁର୍ଥ ଭାଗଟିର ରଚନା କରିଛନ୍ତି ପ୍ରଜ୍ଞା ମହାପାତ୍ର ଏବଂ ସେ ନିଜେ ଏହାର ଉପସ୍ଥାପନା କରିଛନ୍ତି । ଏହି ଭିଡିଓଟିର ସମ୍ପାଦନା କାର୍ଯ୍ୟ କରିଛନ୍ତି ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ପୂର୍ବ ଭିଡିଓଗୁଡ଼ିକୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ଆମର ସମ୍ପୂର୍ଣ୍ଣ ଶୁଭପଲ୍ଲବ ପରିବାର ଆପଣଙ୍କ ନିକଟରେ କୃତଜ୍ଞ ।

Tagged as: .

Rate it
Avatar
Author

ପ୍ରଜ୍ଞା ମହାପାତ୍ର

ପ୍ରଜ୍ଞା ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

list Archive

Previous episode
Post comments (0)

Leave a reply

Your email address will not be published. Required fields are marked *