search menu
play_arrow

Odia Poem

Lockdown ଆଉ ପ୍ରେମ – Episode 3: Aji Asu (ଆଜି ଆସୁ)

ମାନସ ରଞ୍ଜନ ଦାଶ August 30, 2021 80


Background
share close
Lockdown ଆଉ ପ୍ରେମ – Episode 3 Aji Asu (ଆଜି ଆସୁ)

ରଚନା/ଉପସ୍ଥାପନା: ମାନସ ରଞ୍ଜନ ଦାଶ

What’s going on during this lockdown? We brought a series, “Lockdown ଆଉ ପ୍ରେମ” with some Love Stories and Poems just for you.

Here is the 3rd episode of the series, Aaji Aasu (ଆଜି ଆସୁ) by Manas Ranjan Dash. A big thanks to all our listeners and the readers who love our previous stories and poems here on YouTube and on our Web portal.

ଏହି ଲକ୍‌ଡାଉନ୍‌ରେ କ’ଣ କରୁଛନ୍ତି ଆପଣମାନେ? ଏହି ସମୟରେ ଆମେ ଆଣିଦେଇଛୁ କିଛି ପ୍ରେମଭରା କଥା ଆଉ କବିତାକୁ ନେଇ ଏକ ନୂଆ କବିତା ଆଉ କାହାଣୀର ପୋଥି, “ଲକ୍‌ଡାଉନ୍ ଆଉ ପ୍ରେମ” ।

ଏହି ସିରିଜ୍‌ର ତୃତୀୟ ଭାଗଟିର ରଚନା କରିଛନ୍ତି ମାନସ ରଞ୍ଜନ ଦାଶ ଏବଂ ସେ ନିଜେ ଏହାର ଉପସ୍ଥାପନା କରିଛନ୍ତି । ପୂର୍ବ ଭିଡିଓଗୁଡ଼ିକୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ଆମର ସମ୍ପୂର୍ଣ୍ଣ ଶୁଭପଲ୍ଲବ ପରିବାର ଆପଣଙ୍କ ନିକଟରେ କୃତଜ୍ଞ ।

Tagged as: .

Rate it
Avatar
Author

ମାନସ ରଞ୍ଜନ ଦାଶ

ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।

list Archive

Previous episode
Post comments (0)

Leave a reply

Your email address will not be published. Required fields are marked *