Lockdown ଆଉ ପ୍ରେମ – Episode 3: Aji Asu (ଆଜି ଆସୁ)
Aji Asu (ଆଜି ଆସୁ) is an Odia Poem written and presented by Manas Ranjan Dash. It was published on the YouTube Channel of Shubhapallaba in 2020 during Lockdown.
Rathe Brahma Pathe Brahma (ରଥେ ବ୍ରହ୍ମ ପଥେ ବ୍ରହ୍ମ) ଇତିଶ୍ରୀ ନାୟକ
Tathapi Valentine (ତଥାପି ଭାଲେଣ୍ଟାଇନ୍) ମଧୁମିତା ମିଶ୍ର
Biography of Padmashree Binapani Mohanty (ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜୀବନି) ଶୁଭ ବାଣୀ
Women’s Day (ମହିଳା ଦିବସ): Gapufy ଶୁଭ ବାଣୀ
Biography of Veer Surendra Sai (ବୀର ସୁରେନ୍ଦ୍ର ସାଏଙ୍କ ଜୀବନି) ଶୁଭ ବାଣୀ
Khapara (ଖପରା) Odia Story Episode 8: Asamapta Rupantaran ମଧୁମିତା ମିଶ୍ର
Ae ta Marichika (ଏଇ ତ ମରୀଚିକା) – Nagen Pradhan ନଗେନ ପ୍ରଧାନ
Khapara (ଖପରା) Odia Story Episode 7: Durbhagyara Alingana ମଧୁମିତା ମିଶ୍ର
ପ୍ରଜ୍ଞା ମହାପାତ୍ର October 3, 2021 181
Lockdown ଆଉ ପ୍ରେମ – Episode 4: Smruti Au Prema (ସ୍ମୃତି ଆଉ ପ୍ରେମ) ପ୍ରଜ୍ଞା ମହାପାତ୍ର
ରଚନା/ଉପସ୍ଥାପନା: ପ୍ରଜ୍ଞା ମହାପାତ୍ର
What’s going on during this lockdown? We brought a series, “Lockdown ଆଉ ପ୍ରେମ” with some Love Stories and Poems just for you.
Here is the 4th episode of the series, Smruti Au Prema (ସ୍ମୃତି ଆଉ ପ୍ରେମ) by Pragyan Mohapatra. A big thanks to all our listeners and the readers who love our previous stories and poems here on YouTube and on our Web portal.
ଏହି ଲକ୍ଡାଉନ୍ରେ କ’ଣ କରୁଛନ୍ତି ଆପଣମାନେ? ଏହି ସମୟରେ ଆମେ ଆଣିଦେଇଛୁ କିଛି ପ୍ରେମଭରା କଥା ଆଉ କବିତାକୁ ନେଇ ଏକ ନୂଆ କାହାଣୀର ପୋଥି, “ଲକ୍ଡାଉନ୍ ଆଉ ପ୍ରେମ” ।
ଏହି ସିରିଜ୍ର ଚତୁର୍ଥ ଭାଗଟିର ରଚନା କରିଛନ୍ତି ପ୍ରଜ୍ଞା ମହାପାତ୍ର ଏବଂ ସେ ନିଜେ ଏହାର ଉପସ୍ଥାପନା କରିଛନ୍ତି । ଏହି ଭିଡିଓଟିର ସମ୍ପାଦନା କାର୍ଯ୍ୟ କରିଛନ୍ତି ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ପୂର୍ବ ଭିଡିଓଗୁଡ଼ିକୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ଆମର ସମ୍ପୂର୍ଣ୍ଣ ଶୁଭପଲ୍ଲବ ପରିବାର ଆପଣଙ୍କ ନିକଟରେ କୃତଜ୍ଞ ।
Lockdown ଆଉ ପ୍ରେମ – Episode 4: Smruti Au Prema (ସ୍ମୃତି ଆଉ ପ୍ରେମ)
ପ୍ରଜ୍ଞା ମହାପାତ୍ର
Podcast: Play in new window | Download
Tagged as: Odia Poem.
ପ୍ରଜ୍ଞା ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।
ମାନସ ରଞ୍ଜନ ଦାଶ August 30, 2021
Aji Asu (ଆଜି ଆସୁ) is an Odia Poem written and presented by Manas Ranjan Dash. It was published on the YouTube Channel of Shubhapallaba in 2020 during Lockdown.
ମାନସ ରଞ୍ଜନ ଦାଶ August 30, 2021
Post comments (0)