
ରଚନା/ଉପସ୍ଥାପନା/ଭିଡିଓ: ଡ. ତୃପ୍ତି ରଞ୍ଜନ ଦାସ
What’s going on during this lockdown? We brought a series, “Lockdown ଆଉ ପ୍ରେମ” with some Love Stories and Poems just for you.
Here is the 1st episode of the series, Khoja Mote (Odia: ଖୋଜ ମୋତେ) by Dr. Trupti Ranjan Das.
Visit, https://trdtalks.shubhapallaba.com to the love stories by Dr. Trupti Ranjan Das.
ଏହି ଲକ୍ଡାଉନ୍ରେ କ’ଣ କରୁଛନ୍ତି ଆପଣମାନେ? ଏହି ସମୟରେ ଆମେ ଆଣିଦେଇଛୁ କିଛି ପ୍ରେମଭରା କଥା ଆଉ କବିତାକୁ ନେଇ ଏକ ନୂଆ କାହାଣୀର ପୋଥି, “ଲକ୍ଡାଉନ୍ ଆଉ ପ୍ରେମ” ।
ଏହି ସିରିଜ୍ର ପ୍ରଥମ ଭାଗଟିର ରଚନା କରିଛନ୍ତି ଡ. ତୃପ୍ତି ରଞ୍ଜନ ଦାସ ଏବଂ ସେ ଏହାର ଉପସ୍ଥାପନା କରିବା ସହ ଭିଡିଓ ଓ ସମ୍ପାଦନା କାର୍ଯ୍ୟ ନିଜେ କରିଛନ୍ତି ।
Podcast: Play in new window | Download
Tagged as: Lockdown ଆଉ ପ୍ରେମ.
Shubhapalalba is an Online free Odia e-magazine publishing its PDF version quaterly since January 2018. Now the web portal for the Magazine is available for Odia, English, Hindi, Sanskrit, and Bangla.
ମାନସ ରଞ୍ଜନ ଦାଶ August 30, 2021
Post comments (0)