
Lockdown ଆଉ ପ୍ରେମ – Episode 2: Tume Mun au Barsha (ତୁମେ ମୁଁ ଆଉ ବର୍ଷା)
Tume Mun au Barsa (ତୁମେ ମୁଁ ଆଉ ବର୍ଷା) is an Odia poem written by and performed by Sonali Sucharita for Shubhapallaba.
ରଚନା/ଉପସ୍ଥାପନା: ମାନସ ରଞ୍ଜନ ଦାଶ
What’s going on during this lockdown? We brought a series, “Lockdown ଆଉ ପ୍ରେମ” with some Love Stories and Poems just for you.
Here is the 3rd episode of the series, Aaji Aasu (ଆଜି ଆସୁ) by Manas Ranjan Dash. A big thanks to all our listeners and the readers who love our previous stories and poems here on YouTube and on our Web portal.
ଏହି ଲକ୍ଡାଉନ୍ରେ କ’ଣ କରୁଛନ୍ତି ଆପଣମାନେ? ଏହି ସମୟରେ ଆମେ ଆଣିଦେଇଛୁ କିଛି ପ୍ରେମଭରା କଥା ଆଉ କବିତାକୁ ନେଇ ଏକ ନୂଆ କବିତା ଆଉ କାହାଣୀର ପୋଥି, “ଲକ୍ଡାଉନ୍ ଆଉ ପ୍ରେମ” ।
ଏହି ସିରିଜ୍ର ତୃତୀୟ ଭାଗଟିର ରଚନା କରିଛନ୍ତି ମାନସ ରଞ୍ଜନ ଦାଶ ଏବଂ ସେ ନିଜେ ଏହାର ଉପସ୍ଥାପନା କରିଛନ୍ତି । ପୂର୍ବ ଭିଡିଓଗୁଡ଼ିକୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ଆମର ସମ୍ପୂର୍ଣ୍ଣ ଶୁଭପଲ୍ଲବ ପରିବାର ଆପଣଙ୍କ ନିକଟରେ କୃତଜ୍ଞ ।
Podcast: Play in new window | Download
Tagged as: Odia Poem.
ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।
ଶୁଭ ବାଣୀ August 21, 2021
Tume Mun au Barsa (ତୁମେ ମୁଁ ଆଉ ବର୍ଷା) is an Odia poem written by and performed by Sonali Sucharita for Shubhapallaba.
Post comments (0)